Wednesday, June 06, 2018

With Guddu, Niyati and Mama in Vedvyas Ashram

Niyati, Mama, Guddu and Bibhuti in Vedvyas Ashram

Guddu and Niyati in front of Veda Mandir looking at the small garden developed by Swami Bhoomananda

Guddu in front of Veda Mandir of Gurukul Ashram of Vedvyas where his great grandfather used to stay

Guddu and Niyati in front of the room where Swami Bhoomanand used to stay in Vedvyas Ashram

Thursday, May 31, 2018

Good bye Mina

ମୀନା ହେଊଛି କୁନାର ସାନ  ଯା - ଆଉ କୁନା ନିୟତିର ମାମୁଁ ଝିଅ ଭଉଣୀ ! ରାଉରକେଲା ଆସିଲା ପରେ ନିୟତିର ବନ୍ଧୁ ବାନ୍ଧବ ମାନଙ୍କ ଭିତରୁ ପ୍ରଥମେ ନରହରି ଭାଇନା ଆମକୁ ତାଙ୍କ ଘରକୁ ଡାକି ଖାଇବାପିଇବାକୁ ଦେଇଥିଲେ ! ଆଉ ସେଥିରେ ମୁଖ୍ୟ ଭୂମିକା ଥିଲା ଆଲୋକ  ନାନୀ , ମିନା ଆଉ କୁନାର ! ପରେ  ଆଲୋକ ନାନୀ  IGH ଷ୍ଟୋରରେ କାମ  କଲେ! କୁନା  ଓ  ନରହରି ଭାଇନାଙ୍କ ପରିବାର ସହ  ଆଲୋକ ନାନୀ ତଥା ଗିରିଧାରୀ ଭାଇନା  ତଥା ବୁଢା  ପରିବାର ସହ ସମ୍ପର୍କ ବଢ଼ିଲା !ସବୁ ବେଳେ ହସୁଥାଏ ମିନା ! ତାପରେ କେତେ ନିଜର କରିନେଇଥିଲା ସେ ଆମକୁ ଓ ଆମ ପିଲା ମାନଙ୍କୁ ! 12 ଦିନ ତଳେ ବାଙ୍ଗାଲୋରରେ ଏମିତି ଟଳି ପଡିଲା ! ଡାକ୍ତରଖାନା ନେବାପରେ ଡାକ୍ତର ମୃତ ଘୋଷଣା କଲେ ! କୁଆଡେ ଗଲୁ ଆମେ ଜାଣିନୁ କିନ୍ତୁ ଠାକୁରେ ତୁମକୁ ଠିକ ଜାଗା ଦେବେ ଏତିକି ବିଶ୍ୱାସ ଅଛି !
କୋଏଲନଗର c ବ୍ଲକ ନୀଳକଣ୍ଠେଶ୍ଵର ମନ୍ଦିରରେ ଗତ କାଲି ଶ୍ରାଦ୍ଧ ଭୋଜନର photo